ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ହଇରାଣ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ହଇରାଣ କରିବା   କ୍ରିୟାପଦ

ಅರ್ಥ : କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା

ಉದಾಹರಣೆ : ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ

ಸಮಾನಾರ್ಥಕ : ପୀଡ଼ିତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

Annoy continually or chronically.

He is known to harry his staff when he is overworked.
This man harasses his female co-workers.
beset, chevvy, chevy, chivvy, chivy, harass, harry, hassle, molest, plague, provoke

ಅರ್ಥ : କୌଣସି ପଦାର୍ଥର ଅଭାବଜନିତ ଦୁଃଖ ଦେବା

ಉದಾಹರಣೆ : ନିର୍ବାଚନ ସମୟରେ ନେତାମାନେ ପ୍ରତିଶୃତି ଦେଇ ନିର୍ବାଚନରେ ଜିତିବା ପରେ ଲୋକମାନଙ୍କୁ ହଇରାଣ କରନ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

किसी पदार्थ के अभाव का दुख देना।

चुनाव के समय नेता वादे करते हैं और चुनाव जीतने के बाद तरसाते हैं।
तरसाना

Harass with persistent criticism or carping.

The children teased the new teacher.
Don't ride me so hard over my failure.
His fellow workers razzed him when he wore a jacket and tie.
bait, cod, rag, rally, razz, ride, tantalise, tantalize, taunt, tease, twit

ಅರ್ಥ : ଝଞ୍ଜଟରେ ପକାଇବା

ಉದಾಹರಣೆ : ସେ ମୋତେ ଅସୁବିଧାରେ ପକାଇଲା

ಸಮಾನಾರ್ಥಕ : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ସମସ୍ୟାରେ ପକାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

झंझट में डालना।

उसने मुझे झंझट में डाल दिया।
अवडेरना, झंझट में डालना

To cause inconvenience or discomfort to.

Sorry to trouble you, but....
bother, discommode, disoblige, incommode, inconvenience, put out, trouble