ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସ୍ୱୀକାର କରିବା କ୍ରିୟା ବା ଭାବ
ಉದಾಹರಣೆ : ଏହି ଯୋଜନାକୁ ଚାଲୁ କରିବାପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି
ಸಮಾನಾರ್ಥಕ : ଅଂଗୀକାର, ମଂଜୁରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
स्वीकार करने की क्रिया या भाव।
Approval to do something.
ಅರ್ಥ : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ಉದಾಹರಣೆ : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
ಸಮಾನಾರ್ಥಕ : ଅନୁଜ୍ଞା, ଅନୁମତି, ଆଜ୍ଞା
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
ಅರ್ಥ : ହଁ କରିବାର ପ୍ରକ୍ରିୟା
ಉದಾಹರಣೆ : ବାପାଙ୍କ ସ୍ୱୀକୃତି ପରେ ଯାଇ ମୁଁ ଏ କାମ କରିବି
ಸಮಾನಾರ್ಥಕ : ସମ୍ମତି
हाँ कहने की क्रिया।
An affirmative.
ಸ್ಥಾಪನೆ