ಅರ್ಥ : ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି
ಉದಾಹರಣೆ :
ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
ಸಮಾನಾರ್ಥಕ : ମଞ୍ଜୁର, ସହମତି ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसे आधिकारिक रूप से मान्यता मिली हो या जिसे स्वीकार कर लिया गया हो।
ये सब मान्यताप्राप्त शिक्षण संस्थाएँ हैं।Generally approved or compelling recognition.
Several accepted techniques for treating the condition.ಅರ್ಥ : ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି
ಉದಾಹರಣೆ :
ସେ ନିଜର କାର୍ଯ୍ୟଭାରକୁ ଆନନ୍ଦ ସହିତ ଅଙ୍ଗୀକୃତ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ସ୍ୱୀକାର କରାଯାଇଛି
ಉದಾಹರಣೆ :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
ಸಮಾನಾರ್ಥಕ : ମଞ୍ଜୁରୀପ୍ରାପ୍ତ, ମାନ୍ୟ
ಅರ್ಥ : ଯାହକୁ ଅନୁମତି ଦିଆଯାଇଛି
ಉದಾಹರಣೆ :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
ಸಮಾನಾರ್ಥಕ : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ଅନୁମୋଦିତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।ಅರ್ಥ : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
ಉದಾಹರಣೆ :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
ಸಮಾನಾರ್ಥಕ : ଅନୁଜ୍ଞାପିତ, ଅନୁମତି ପ୍ରାପ୍ତ