ಅರ್ಥ : ଯେ ନିଜର ବା ଯାହା ଉପରେ ନିଜର ଅଧିକାର ଅଛି
ಉದಾಹರಣೆ :
ଏହା ମୋର ନିଜ ସଂପତ୍ତି
ಸಮಾನಾರ್ಥಕ : ଆପଣାର, ନିଜ, ନିଜର, ସ୍ୱକୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
Confined to particular persons or groups or providing privacy.
A private place.ಅರ್ಥ : ଯାହା ନିଜର ଆୟତ୍ତରେ ଥାଏ
ಉದಾಹರಣೆ :
ଆୟତ୍ତାଧୀନ କାର୍ଯ୍ୟ କରିବାର ଉତ୍ତରଦାୟିତ୍ୱ ମୁଁ ନେଇପାରେ
ಸಮಾನಾರ್ಥಕ : ଆୟତ୍ତାଧୀନ, ନିଜକର୍ତ୍ତୃକ, ସ୍ୱବଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଅନ୍ୟର ଶାସନ ବା ନିୟନ୍ତ୍ରଣରେ ନ ଥାଇ ନିଜ କାର୍ଯ୍ୟର ସଞ୍ଚାଳନ ନିଜେ କରେ
ಉದಾಹರಣೆ :
ଏହି ନିୟମ ସ୍ୱାୟତ୍ତ ସଂସ୍ଥାଗୁଡିକ ଉପରେ ଲାଗୁ ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
जो किसी दूसरे के शासन या नियंत्रण में न हो बल्कि अपने कार्यों का संचालन स्वयं करता हो।
यह नियम स्वायत्त संस्थाओं पर भी लागू होगा।Existing as an independent entity.
The partitioning of India created two separate and autonomous jute economies.