ಅರ್ಥ : ସ୍ୱାର୍ଥକୁ ନେଇ ସମ୍ପର୍କ
ಉದಾಹರಣೆ :
ସାରା ସଂସାର ସ୍ୱାର୍ଥରେ ଗଢା
ಇತರ ಭಾಷೆಗಳಿಗೆ ಅನುವಾದ :
Stinginess resulting from a concern for your own welfare and a disregard of others.
selfishnessಅರ್ಥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
ಉದಾಹರಣೆ :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ಸಮಾನಾರ್ಥಕ : ଉଦ୍ଦେଶ୍ୟ, ଗରଜ, ଲାଭ
ಇತರ ಭಾಷೆಗಳಿಗೆ ಅನುವಾದ :
Concern for your own interests and welfare.
egocentrism, egoism, self-centeredness, self-concern, self-interestಅರ್ಥ : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ
ಉದಾಹರಣೆ :
ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
ಸಮಾನಾರ್ಥಕ : ସ୍ୱାର୍ଥପର, ସ୍ୱାର୍ଥପରାୟଣ
ಇತರ ಭಾಷೆಗಳಿಗೆ ಅನುವಾದ :
जो स्वार्थ से भरा हुआ हो या अपना मतलब निकालनेवाला हो।
स्वार्थी लोगों से दूर रहो।Concerned chiefly or only with yourself and your advantage to the exclusion of others.
Selfish men were...trying to make capital for themselves out of the sacred cause of civil rights.