ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସ୍ୱଭାବ ସହିତ ସମ୍ବନ୍ଧ ରଖୁଥିବା ବା ହେବାବାଲା
ಉದಾಹರಣೆ : ରାଗିବା ତାର ସ୍ୱାଭାବିକ ଗୁଣ
ಸಮಾನಾರ್ಥಕ : ସ୍ୱଭାବଗତ, ସ୍ୱଭାବତଃ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
स्वभाव या प्रकृति से संबंध रखने या होने वाला।
ಅರ್ಥ : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ಉದಾಹರಣೆ : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
ಸಮಾನಾರ್ಥಕ : ଅକୃତିମ, ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ
स्वभाव से या आप-से-आप होनेवाला या जो बनावटी न हो।
ಸ್ಥಾಪನೆ