ಅರ್ಥ : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ
ಉದಾಹರಣೆ :
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
ಸಮಾನಾರ್ಥಕ : ଅମରାବତୀ, ଅମୃତଲୋକ, ଦେବଲୋକ, ସ୍ୱର୍ଗ ଲୋକ
ಇತರ ಭಾಷೆಗಳಿಗೆ ಅನುವಾದ :
हिंदुओं के अनुसार सात लोकों में से वह जिसमें पुण्य और सत्कर्म करने वालों की आत्माएँ जाकर निवास करती हैं।
मनुष्य के अच्छे कर्म उसे स्वर्ग ले जाते हैं।(Christianity) the abode of righteous souls after death.
paradiseಅರ್ಥ : ମନମୋହକ ଏବଂ ସୁଖଦାୟକ ସ୍ଥାନ
ಉದಾಹರಣೆ :
ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
Any place of complete bliss and delight and peace.
eden, heaven, nirvana, paradise, promised land, shangri-laಅರ್ಥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି
ಉದಾಹರಣೆ :
ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର
ಸಮಾನಾರ್ಥಕ : ଅମରପୁରୀ, ଅମରାବତୀ, ଇନ୍ଦ୍ରପୁରୀ, ଇନ୍ଦ୍ରଲୋକ
ಇತರ ಭಾಷೆಗಳಿಗೆ ಅನುವಾದ :
इन्द्र का लोक या वह स्थान जहाँ इन्द्र निवास करते हैं।
इन्द्रलोक के अधिपति इन्द्र हैं।ಅರ್ಥ : ଯେଉଁ ସ୍ଥାନରେ ସବୁ ସୁଖ ମିଳେ
ಉದಾಹರಣೆ :
ଏହି ଗାଁ ଆମ ପାଇଁ ସ୍ୱର୍ଗ
ಸಮಾನಾರ್ಥಕ : ଇନ୍ଦ୍ର ରାଇଜ, ଇନ୍ଦ୍ରପୁରୀ
ಇತರ ಭಾಷೆಗಳಿಗೆ ಅನುವಾದ :