ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବ୍ୟକ୍ତି ବା ବସ୍ତୁଠାରେ ସବୁବେଳେ ପ୍ରାୟତଃ ଏକ ପ୍ରକାରର ମୁଖ୍ୟ ଗୁଣ
ಉದಾಹರಣೆ : ସେ ସ୍ୱଭାବରେ ଲାଜକୁଳା
ಸಮಾನಾರ್ಥಕ : ପ୍ରକୃତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
व्यक्ति या वस्तु में सदा प्रायः एक-सा बना रहने वाला मूल या मुख्य गुण।
The essential qualities or characteristics by which something is recognized.
ಅರ್ಥ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
ಉದಾಹರಣೆ : ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
ಸಮಾನಾರ್ಥಕ : ଅଭ୍ୟାସ, ଚରିତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
व्यवहार की वह प्रकृति जो लगातार दोहराव से प्राप्त होती है।
ಅರ್ಥ : କୌଣସି ବସ୍ତୁର ଗୁଣ ସୂଚକ
ಉದಾಹರಣೆ : କଦଳୀ, ଅମୃତଭଣ୍ଡା, କଖାରୁଆଦି ଥଣ୍ଡା ସ୍ୱଭାବର ତଥା ଅଦା, ରସୁଣ, ପିଆଜ୍ଆଦି ଗରମ ସ୍ୱଭାବର ହୁଏ
ಸಮಾನಾರ್ಥಕ : ଗୁଣ, ପ୍ରକୃତି
किसी वस्तु के गुण का सूचक।
ಸ್ಥಾಪನೆ