ಅರ್ಥ : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
ಉದಾಹರಣೆ :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୈଦ୍ୟଶାସ୍ତ୍ରାନୁସାରେ ଶରୀରରେ ପୁରୁଷମାନଙ୍କ ନଅ ଏବଂ ସ୍ତ୍ରୀମାନଙ୍କର ଏଗାରଟି ରନ୍ଧ୍ର ବା ଦ୍ବାର ଥାଏ
ಉದಾಹರಣೆ :
ଶରୀରରେ ସ୍ରୋତଦ୍ବାରା ପ୍ରାଣ, ଅନ୍ନ, ଜଳ, ରସ, ରକ୍ତ, ମାଂସ, ମେଦ, ମଳ, ମୂତ୍ର, ଶୁକ୍ର ଏବଂ ଋତୁଚକ୍ରର ସଞ୍ଚାର ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
शरीर के वे छिद्र या मार्ग जो वैद्यक के अनुसार पुरुषों में नौ और स्त्रियों में ग्यारह माने गये हैं।
शरीर में स्रोत के द्वारा प्राण, अन्न, जल, रस, रक्त, मांस, मेद, मल, मूत्र, शुक्र और आर्तव का संचार होता है।Any part of an organism such as an organ or extremity.
body partಅರ್ಥ : ପ୍ରାପ୍ତିର ଭଣ୍ଡାର
ಉದಾಹರಣೆ :
ଶକ୍ତିପାଇଁ ଆମକୁ ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରିବା ଉଚିତ୍
ಇತರ ಭಾಷೆಗಳಿಗೆ ಅನುವಾದ :
A source of aid or support that may be drawn upon when needed.
The local library is a valuable resource.