ಅರ್ಥ : ଯେ ରଚନା ବା ସୃଷ୍ଟି କରେ
ಉದಾಹರಣೆ :
ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ
ಸಮಾನಾರ್ಥಕ : ପ୍ରଣେତା, ରଚନାକାର, ରଚୟିତା, ସୃଜକ, ସୃଷ୍ଟିକର୍ତ୍ତା
ಅರ್ಥ : ନିର୍ମାଣ କରିବା କିମ୍ବା ବନେଇବା ବ୍ୟକ୍ତି
ಉದಾಹರಣೆ :
ଏହି ଫିଲ୍ମର ନିର୍ମାତା ଅମିର ଖାନ୍
ಸಮಾನಾರ್ಥಕ : ନିର୍ମାତା, ସୃଷ୍ଟିକର୍ତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
A person who grows or makes or invents things.
creatorಅರ್ಥ : ରଚିବା ବା ତିଆରି କରିବା ଲୋକ
ಉದಾಹರಣೆ :
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
ಸಮಾನಾರ್ಥಕ : କର୍ତ୍ତା, ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :