ಅರ್ಥ : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା
ಉದಾಹರಣೆ :
ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା
ಸಮಾನಾರ್ಥಕ : ଅନୁସ୍ମରଣ
ಇತರ ಭಾಷೆಗಳಿಗೆ ಅನುವಾದ :
भूली हुई बात फिर से याद आ जाने की क्रिया।
बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।The process of remembering (especially the process of recovering information by mental effort).
He has total recall of the episode.ಅರ್ಥ : ନଅ ପ୍ରକାରର ଭକ୍ତିସମୂହ ମଧ୍ୟରୁ ସେହି ଭକ୍ତି ଯେଉଁଥିରେ ଉପାସକ ନିଜ ଦେବତାଙ୍କୁ ସବୁବେଳେ ମନେପକାଏ
ಉದಾಹರಣೆ :
କିଛି ଭକ୍ତ କାମ କରୁଥିଲେବି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି
ಸಮಾನಾರ್ಥಕ : ସ୍ମରଣ ଭକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiಅರ್ಥ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
ಉದಾಹರಣೆ :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
ಸಮಾನಾರ್ಥಕ : ସ୍ମୃତି
ಇತರ ಭಾಷೆಗಳಿಗೆ ಅನುವಾದ :
The cognitive processes whereby past experience is remembered.
He can do it from memory.