ಅರ್ಥ : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
ಉದಾಹರಣೆ :
ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
ಸಮಾನಾರ್ಥಕ : ଡରାଇବା, ଥରାଇବା, ଭୟଭୀତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହୃଦୟରେ ସ୍ପନ୍ଦନ ଉତ୍ପନ୍ନ କରିବା
ಉದಾಹರಣೆ :
ହୃଦ୍ଘାତରେ ପୀଡିତ ବ୍ୟକ୍ତିର ଛାତିକୁ ଧୀର ଭାବରେ ଦବାଇ ତାର ହୃଦୟକୁ ସ୍ପନ୍ଦିତ କରିବା ଆବଶ୍ୟକ
ಸಮಾನಾರ್ಥಕ : ହୃଦ୍କ୍ରିୟା ଚାଲୁକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
दिल में धड़क उत्पन्न करना।
हृदयाघात से पीड़ित व्यक्ति के सीने को हल्के से दबाकर उसके हृदय को धड़काना चाहिए।