ಅರ್ಥ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
ಉದಾಹರಣೆ :
ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
ಸಮಾನಾರ್ಥಕ : ଗାଧୁଆ, ଗାଧୁଆପାଧୁଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣିରେ ବୁଡି ଗାଧୋଉଥିବା ଲୋକ
ಉದಾಹರಣೆ :
ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Immersing the body in water or sunshine.
bathing