ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି
ಉದಾಹರಣೆ : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ
ಸಮಾನಾರ್ಥಕ : ଅଭିଷିକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बाधा-शांति के निमित्त जिस पर मंत्र पढ़कर जल छिड़का गया हो।
ಅರ್ಥ : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି
ಉದಾಹರಣೆ : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି
विधिपूर्वक स्नान कराया हुआ या जिसका अभिषेक किया गया हो।
ಅರ್ಥ : ଯେ ଗାଧୋଇଛି
ಉದಾಹರಣೆ : ଗାଧୋଇଥିବା ବ୍ୟକ୍ତି ରଙ୍ଗ ଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା
ಸಮಾನಾರ್ಥಕ : ଗାଧୁଆ, ଗାଧୋଇଥିବା
जिसने स्नान किया हो।
ಅರ್ಥ : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି
ಉದಾಹರಣೆ : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ
विधिपूर्वक जल छिड़ककर अधिकार का भार दिया हुआ।
ಸ್ಥಾಪನೆ