ಅರ್ಥ : ଯିଏ ଚଞ୍ଚଳ ନୁହେଁ
ಉದಾಹರಣೆ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ಸಮಾನಾರ್ಥಕ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ପରିବର୍ତ୍ତନ ବା ଉତ୍ଥାନ-ପତନ ନ ଥାଏ
ಉದಾಹರಣೆ :
କିଛି ବସ୍ତୁ ସ୍ଥିର ତାପମାନରେ ରଖାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें बदलाव या उतार-चढ़ाव न हो या एक ही स्थिति में रहनेवाला।
कुछ वस्तुओं को स्थिर तापमान पर रखा जाता है।ಅರ್ಥ : ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ಉದಾಹರಣೆ :
ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ନିଷ୍ପତ୍ତି ବଦଳାଏ ନାହିଁ
ಉದಾಹರಣೆ :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଚିତ୍ତ ସ୍ଥିର
ಉದಾಹರಣೆ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ಸಮಾನಾರ್ಥಕ : ଅଚଞ୍ଚଳ, ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିରଚିତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ତରଙ୍ଗ ନାହିଁ
ಉದಾಹರಣೆ :
ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
(of a body of water) free from disturbance by heavy waves.
A ribbon of sand between the angry sea and the placid bay.