ಅರ್ಥ : ସ୍ଥାପନ ବା ପ୍ରତିଷ୍ଠା କରିବା କ୍ରିୟା
ಉದಾಹರಣೆ :
ଛକ ଉପରେ ଗାନ୍ଧିଜୀଙ୍କ ମୂର୍ତ୍ତିର ସ୍ଥାପନା ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
The act of putting something in a certain place.
emplacement, locating, location, placement, position, positioningಅರ್ಥ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ಉದಾಹರಣೆ :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
ಸಮಾನಾರ್ಥಕ : ଅଧିସ୍ଥାପନା, ଗଠନ, ନିର୍ମାଣ, ସଂସ୍ଥାପନା
ಇತರ ಭಾಷೆಗಳಿಗೆ ಅನುವಾದ :