ಅರ್ಥ : ସେହି ଜୀବ ଯାହା ଜନ୍ମ ନେଲା ପରେ ନିଜ ମାଆ ଦୁଧ ପିଇ ବଢ଼େ ଏବଂ ଯାହା ଶରୀରରେ ବାଳ ଥାଏ
ಉದಾಹರಣೆ :
ମନୁଷ୍ୟ ଏକ ସ୍ତନ୍ୟପାୟୀ ଜୀବ
ಸಮಾನಾರ್ಥಕ : ସ୍ତନପାୟୀ ଜୀବ, ସ୍ତନ୍ୟପାୟୀ ପ୍ରାଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
वे जीव जो जन्म लेने पर अपनी माता का दूध पीकर पलते हैं और जिनके शरीर पर बाल पाये जाते हैं।
मनुष्य एक स्तनपायी जन्तु है।