ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସ୍କୁଲ୍ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସ୍କୁଲ୍   ବିଶେଷ୍ୟ

ಅರ್ಥ : ଯେଉଁ ସମୟ ମଧ୍ୟରେ କୌଣସି ସ୍କୁଲରେ ପଢ଼ାପଢ଼ି କାର୍ଯ୍ୟ ଚାଲେ

ಉದಾಹರಣೆ : ସ୍କୁଲ୍ ପରେ ଆମେ ସିଧା ଘରକୁ ଯିବୁ ମୋର ସ୍କୁଲ୍‌ ଚାରିଟା ଯାଏଁ

ಸಮಾನಾರ್ಥಕ : ବିଦ୍ୟାଳୟ


ಇತರ ಭಾಷೆಗಳಿಗೆ ಅನುವಾದ :

वह समयावधि जिसमें किसी स्कूल में पठन-पाठन आदि कार्य होते हैं।

स्कूल के बाद हम सीधे घर जाएँगे।
मेरा स्कूल चार बजे तक ही है।
विद्यालय, स्कूल

ಅರ್ಥ : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ

ಉದಾಹರಣೆ : ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ

ಸಮಾನಾರ್ಥಕ : ପାଠଶାଳା, ବିଦ୍ୟାଳୟ


ಇತರ ಭಾಷೆಗಳಿಗೆ ಅನುವಾದ :

वह स्थान जहाँ प्राथमिक, माध्यमिक या उच्च माध्यमिक स्तर की औपचारिक शिक्षा दी जाती है।

इस विद्यालय में एक से पाँचवीं तक की शिक्षा दी जाती है।
पाठशाला, पाठालय, विद्यालय, शाला, स्कूल

A building where young people receive education.

The school was built in 1932.
He walked to school every morning.
school, schoolhouse

ಅರ್ಥ : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ

ಉದಾಹರಣೆ : ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା

ಸಮಾನಾರ್ಥಕ : ବିଦ୍ୟାଳୟ


ಇತರ ಭಾಷೆಗಳಿಗೆ ಅನುವಾದ :

किसी शैक्षिक संस्था के शिक्षक और विद्यार्थी आदि।

पंद्रह अगस्त को पूरे विद्यालय ने खेलकूद में हिस्सा लिया।
विद्यालय, स्कूल

An educational institution's faculty and students.

The school keeps parents informed.
The whole school turned out for the game.
school