ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
ಉದಾಹರಣೆ : ବସନ୍ତର ଶୋଭା ଚାରିଆଡେ ଦିଶୁଛି
ಸಮಾನಾರ್ಥಕ : କାନ୍ତି, ଶୋଭା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
सुहावना होने या लगने की अवस्था या भाव।
Pleasantness resulting from agreeable conditions.
ಅರ್ಥ : ଯାହା ସରସ ଓ ସୁନ୍ଦର
ಉದಾಹರಣೆ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ
ಸಮಾನಾರ್ಥಕ : ଦ୍ୟୁତି, ଲାବଣ୍ୟ
ಅರ್ಥ : ଶୋଭିତ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ
ಸಮಾನಾರ್ಥಕ : କାନ୍ତି, ଛବି, ଦୀପ୍ତି, ରମଣୀୟତା, ଶୋଭା, ସୁନ୍ଦରତା
शोभित होने की अवस्था या भाव।
A quality that outshines the usual.
ಅರ್ಥ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
ಉದಾಹರಣೆ : ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
ಸಮಾನಾರ್ಥಕ : ଚେହେରା, ରୂପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी स्त्री का (उत्कृष्ट) शारीरिक सौंदर्य।
ಸ್ಥಾಪನೆ