ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସୈନିକ ଅଦାଲତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସୈନିକ ଅଦାଲତ   ବିଶେଷ୍ୟ

ಅರ್ಥ : ସୈନ୍ୟବିଭାଗର ଏକ ବିଶିଷ୍ଟ ନ୍ୟାୟାଳୟ ଯାହା ସାଧାରଣତଃ ସେନା ବିଭାଗରେ ହେଉଥିବା ଅପରାଧଗୁଡ଼ିକ ସମ୍ପର୍କରେ ବିଚାର କରି ନ୍ୟାୟ ପ୍ରଦାନ କରେ

ಉದಾಹರಣೆ : ଯୁଦ୍ଧ ସମୟସୀମା ମଧ୍ୟରେ ପଳାଇଯାଇଥିବା କାରଣରୁ କେତେକ ସୈନ୍ୟଙ୍କ ଉପରେ କୋର୍ଟ ମାର୍ଶାଲରେ ମକଦ୍ଦମା ଦାଏର କରାଯାଇଛି

ಸಮಾನಾರ್ಥಕ : କୋର୍ଟ ମାର୍ଶାଲ, ସୈନିକ ନ୍ୟାୟାଳୟ


ಇತರ ಭಾಷೆಗಳಿಗೆ ಅನುವಾದ :

सैनिक विभाग का वह विशिष्ट न्यायालय जो साधारणतः सेना विभाग में होनेवाले अपराधों पर विचार करके न्याय करता है।

युद्ध के समय सीमा से भागने के कारण कई सैनिकों पर सैनिक न्यायालय में मुक़दमा दायर किया गया है।
कोर्ट मार्शल, सैनिक अदालत, सैनिक न्यायालय

A judicial court of commissioned officers for the discipline and punishment of military personnel.

military court