ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
ಉದಾಹರಣೆ : ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
ಸಮಾನಾರ್ಥಕ : ଧାଈ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बच्चा जनाने में सहायता देनेवाली स्त्री।
A woman skilled in aiding the delivery of babies.
ಅರ್ಥ : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
ಉದಾಹರಣೆ : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ಸಮಾನಾರ್ಥಕ : ଚାକରାଣୀ, ଦାସୀ, ନଉକରାଣୀ, ପରିଚାରିକା
वह जो घरेलू काम-काज तथा सेवा करती हो।
A female domestic.
ಅರ್ಥ : ରୋଗୀ ତଥା ନବଜାତ ଶିଶୁଙ୍କ ସେବା ନିମନ୍ତେ ପ୍ରଶିକ୍ଷିତ ମହିଳା
ಉದಾಹರಣೆ : ମୋ ନଣନ୍ଦ ବମ୍ବେ ହସ୍ପିଟାଲରେ ନର୍ସ ଅଛନ୍ତି
ಸಮಾನಾರ್ಥಕ : ଉପଚାରିକା, ନର୍ସ, ସିଷ୍ଟର
रोगियों तथा नवजात शिशुओं की सेवा के लिए प्रशिक्षित महिला।
One skilled in caring for young children or the sick (usually under the supervision of a physician).
ಸ್ಥಾಪನೆ