ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସେଟ୍ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସେଟ୍   ବିଶେଷ୍ୟ

ಅರ್ಥ : ହୋଟେଲ ଆଦିରେ ରହିବାପାଇଁ ନିର୍ମିତ ପରଷ୍ପରସହ ସଂଯୋଗ ହୋଇଥିବା ଅନେକ କୋଠରୀଥିବା ଆ‌ବାସ

ಉದಾಹರಣೆ : ସେ ଦ୍ୱିତୀୟ ମହଲାର ସମସ୍ତ ସେଟ୍ କାର୍ଯ୍ୟାଳୟପାଇଁ ସ୍ଥିର କଲେ

ಸಮಾನಾರ್ಥಕ : ସୁଇଟ୍


ಇತರ ಭಾಷೆಗಳಿಗೆ ಅನುವಾದ :

* होटल आदि में रहने के लिए बना हुआ कई एक दूसरे से संबद्ध कमरों वाला आवास।

उसने दूसरे महले का पूरा सेट कार्यालय के लिए निर्धारित कर दिया।
स्वीट

Apartment consisting of a series of connected rooms used as a living unit (as in a hotel).

rooms, suite

ಅರ್ಥ : ମିଳିତ ହୋଇ ରହି ଏବଂ ମିଳିମିଶି କାମରେ ଆସୁଥିବା ଗୋଟିଏ ପ୍ରକାରର ବସ୍ତୁସମୂହ

ಉದಾಹರಣೆ : ମୁଁ ଶବ୍ଦକୋଷର ଗୋଟିଏ ସେଟ୍ ନେଲି


ಇತರ ಭಾಷೆಗಳಿಗೆ ಅನುವಾದ :

एक ही प्रकार की वस्तुओं का समूह जो साथ में होते हैं एवं साथ-साथ काम में आते हैं।

मैंने शब्दकोश का एक सेट लिया है।
सेट

A group of things of the same kind that belong together and are so used.

A set of books.
A set of golf clubs.
A set of teeth.
set

ಅರ್ಥ : ଯେଉଁ ପରିସ୍ଥିତି ଓ ପରିବେଶରେ କିଛି ସ୍ଥାପିତ ହୁଏ ବା ଠିକ ହୁଏ

ಉದಾಹರಣೆ : ଭୂତ କାହାଣୀପାଇଁ ଏହି ସେଟିଂ ବହୁତ ବଢ଼ିଆ

ಸಮಾನಾರ್ಥಕ : ସମାୟୋଜନ, ସିନ୍, ସେଟିଂ


ಇತರ ಭಾಷೆಗಳಿಗೆ ಅನುವಾದ :

वह परिस्थिति और परिवेश जिसमें कुछ बैठे या स्थापित हो या ठीक हो।

भुतहा कहानी के लिए यह समायोजन बहुत बढ़िया है।
समायोजन, सीन, सेटिंग

The context and environment in which something is set.

The perfect setting for a ghost story.
scene, setting