ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସୃଷ୍ଟି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସୃଷ୍ଟି   ବିଶେଷ୍ୟ

ಅರ್ಥ : ଯେଉଁ ପ୍ରାକୃତିକ ଦୃଶ୍ୟର ସଂସାରରେ ଗଛଲତା, ପଶୁପକ୍ଷୀ ଓ ପୃଥିବୀର ଦୃଶ୍ୟ ଆଦି ସାମିଲ

ಉದಾಹರಣೆ : ପ୍ରକୃତି ତାର ମୂଳରୂପକୁ ଧରି ରଖିବାପାଇଁ ଉଚିତ ପଦକ୍ଷେପ ନିଆଯିବା ଉଚିତ

ಸಮಾನಾರ್ಥಕ : ନିସର୍ଗ, ପ୍ରକୃତି


ಇತರ ಭಾಷೆಗಳಿಗೆ ಅನುವಾದ :

प्राकृतिक दृश्य संसार जिसमें पेड़-पौधे, पशु-पक्षी और भू-दृश्य आदि शामिल हैं।

प्रकृति को उसके मूल रूप में बनाए रखने के लिए ठोस कदम उठाने चाहिए।
निसर्ग, प्रकृति

The natural physical world including plants and animals and landscapes etc..

They tried to preserve nature as they found it.
nature

ಅರ್ಥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ಉದಾಹರಣೆ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ಸಮಾನಾರ್ಥಕ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ଅନନ୍ତ ଲୋକ ଅର୍ଥାତ ତାରା, ଗ୍ରହ, ନକ୍ଷତ୍ରଆଦି ଯୁକ୍ତ ସଂପୂର୍ଣ୍ଣ ବିଶ୍ୱ

ಉದಾಹರಣೆ : ବ୍ରହ୍ମାଣ୍ଡ ରହସ୍ୟରେ ଭରି ଯାଇଛି

ಸಮಾನಾರ್ಥಕ : ଅଖିଳ ବିଶ୍ୱ, ବ୍ରହ୍ମାଣ୍ଡ


ಇತರ ಭಾಷೆಗಳಿಗೆ ಅನುವಾದ :

अनंत लोकों अर्थात् तारों, ग्रहों, नक्षत्रों, आदि से युक्त संपूर्ण विश्व।

ब्रह्मांड रहस्यों से भरा पड़ा है।
अंड, अण्ड, अधिलोक, ब्रम्हांड, ब्रम्हाण्ड, ब्रह्मांड, ब्रह्माण्ड, यूनिवर्स, विराट्, विश्व, सृष्टि

Everything that exists anywhere.

They study the evolution of the universe.
The biggest tree in existence.
cosmos, creation, existence, macrocosm, universe, world