ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସୁରଙ୍ଗ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସୁରଙ୍ଗ   ବିଶେଷ୍ୟ

ಅರ್ಥ : ବାରୁଦ ଆଦି ସହାୟତାରେ କିଲ୍ଲା ଅଥବା ପାଚେରୀ ଭାଙ୍ଗିବାପାଇଁ ତା ତଳେ ଖୋଳି ତିଆରି କରାଯାଇଥିବା ଲମ୍ବା ଗହିଡ଼ା ଗାତ

ಉದಾಹರಣೆ : ଶତ୍ରୁମାନଙ୍କୁ ସୁଡ଼ଙ୍ଗର ଠିକଣା ମିଳିଗଲାଣି

ಸಮಾನಾರ್ಥಕ : ସୁଡଙ୍ଗ


ಇತರ ಭಾಷೆಗಳಿಗೆ ಅನುವಾದ :

बारूद आदि की सहायता से किला अथवा दीवार उड़ाने के लिए उसके नीचे खोदकर बनाया हुआ गहरा और लंबा गड्ढा।

शत्रुओं को सुरंग का पता लग चुका है।
सुरंग

ಅರ್ಥ : ଏକ ପ୍ରକାରର ଆଧୁନିକ ଯନ୍ତ୍ର ଯାହାଦ୍ୱାରା ସମୁଦ୍ରରେ ଶତ୍ରୁମାନଙ୍କ ଜାହାଜର ତଳ ଅଂଶକୁ କଣାକରି ସେଗୁଡ଼ିକୁ ବୁଡ଼ାଇ ଦିଆଯାଏ

ಉದಾಹರಣೆ : ଶତ୍ରୁମାନଙ୍କୁ ସୁରଙ୍ଗ ଲଗାଇବାର ମଉକା ମିଳୁନାହିଁ


ಇತರ ಭಾಷೆಗಳಿಗೆ ಅನುವಾದ :

एक प्रकार का आधुनिक यंत्र जिससे समुद्र में शत्रुओं की जहाज़ों के पेंदे में छेद कर उन्हें डुबाया जाता है।

शत्रुओं को सुरंग लगाने का मौका ही नहीं मिल पा रहा है।
सुरंग

(nautical) a marine mine that is detonated by a mechanism that responds to magnetic material (as the steel hull of a ship).

magnetic mine