ಅರ್ಥ : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ಉದಾಹರಣೆ :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ಸಮಾನಾರ್ಥಕ : ପ୍ରତିରକ୍ଷା, ରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୁରକ୍ଷିତ ହେବା ବା ରହିବା ଅବସ୍ଥା
ಉದಾಹರಣೆ :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.ಅರ್ಥ : ଭଲଭାବରେ କରାଯାଉଥିବା ରକ୍ଷା
ಉದಾಹರಣೆ :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ಸಮಾನಾರ್ಥಕ : ନିରାପତ୍ତା, ରକ୍ଷା, ସଂରକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.ಅರ್ಥ : ବଞ୍ଚିବା କ୍ରିୟା
ಉದಾಹರಣೆ :
ପରିଚ୍ଛନ୍ନତାଦ୍ୱାରା କେତେକ ରୋଗଠାରୁ ସୁରକ୍ଷା ସମ୍ଭବ
ಇತರ ಭಾಷೆಗಳಿಗೆ ಅನುವಾದ :
The act of preventing.
There was no bar against leaving.