ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସୁବର୍ଣ୍ଣ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସୁବର୍ଣ୍ଣ   ବିଶେଷ୍ୟ

ಅರ್ಥ : ଷୋହଳ ମଷାର ଏକ ମାପ

ಉದಾಹರಣೆ : ଏବେ ସୁବର୍ଣ୍ଣର ପ୍ରଚଳନ ସମାପ୍ତ ହୋଇଗଲାଣି


ಇತರ ಭಾಷೆಗಳಿಗೆ ಅನುವಾದ :

सोलह माशे का एक मान।

सुवर्ण का प्रचलन अब समाप्त हो गया है।
सुवर्ण

ಅರ್ಥ : ଦଶ ମଷାର ଏକ ପୁରୁଣା ସ୍ୱର୍ଣ୍ଣମୁଦ୍ରା

ಉದಾಹರಣೆ : ଏବେ କେତେକ ସଂଗ୍ରହାଳୟରେ ହିଁ ସୁବର୍ଣ୍ଣ ଦେଖିବାକୁ ମିଳେ


ಇತರ ಭಾಷೆಗಳಿಗೆ ಅನುವಾದ :

दस माशे की एक पुरानी स्वर्ण मुद्रा।

अब सुवर्ण कुछ संग्रहालयों में ही देखने मिलता है।
सुवर्ण

ಅರ್ಥ : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ

ಉದಾಹರಣೆ : ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା

ಸಮಾನಾರ್ಥಕ : କନକ, କାଞ୍ଚନ, ସୁନା, ହାଟକ, ହେମ


ಇತರ ಭಾಷೆಗಳಿಗೆ ಅನುವಾದ :

ସୁବର୍ଣ୍ଣ   ବିଶେଷଣ

ಅರ್ಥ : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ

ಉದಾಹರಣೆ : ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?

ಸಮಾನಾರ್ಥಕ : ସ୍ୱର୍ଣ୍ଣ, ସ୍ୱର୍ଣ୍ଣିମ


ಇತರ ಭಾಷೆಗಳಿಗೆ ಅನುವಾದ :

सुख-समृद्धि, शांति आदि से युक्त।

गुप्त काल को इतिहासकारों ने स्वर्णिम युग कहा है।
ऐसा स्वर्णिम अवसर फिर कब आएगा।
सुनहरा, सुनहला, स्वर्ण, स्वर्णिम

Marked by peace and prosperity.

A golden era.
The halcyon days of the clipper trade.
golden, halcyon, prosperous