ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛଣ ଆଦିର ପଟୁରେ ତିଆରି ହୋଇଥିବା ଗୋଟିଏ ପ୍ରକାର ବହୁତ ପତଳା ଦଉଡ଼ି
ಉದಾಹರಣೆ : ସେ ସୁତୁଲିରେ ବୋରା ମୁହଁ ସିଲେଇ କରୁଛି
ಸಮಾನಾರ್ಥಕ : ସୁତଲି, ସୁତୁଲୀ
ಅರ್ಥ : ଛଣର ଦଉଡ଼ି
ಉದಾಹರಣೆ : ସେ ସୁତୁଲିରେ ବସ୍ତାର ମୁହଁ ବାନ୍ଧିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
रूई, सन या इसी प्रकार के रेशों को एक में बटकर बनाई हुई पतली रस्सी।
ಸ್ಥಾಪನೆ