ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସୁଖ୍ୟାତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସୁଖ୍ୟାତି   ବିଶେଷ୍ୟ

ಅರ್ಥ : ଖ୍ୟାତ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

ಸಮಾನಾರ್ಥಕ : ଖ୍ୟାତି, ନାମ, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁନାମ, ସୁଯଶ


ಇತರ ಭಾಷೆಗಳಿಗೆ ಅನುವಾದ :

The state or quality of being widely honored and acclaimed.

celebrity, fame, renown

ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କ ଗୁଣ ବା ଭଲ ବ୍ୟବହାର ସମ୍ପର୍କରେ କୁହାଯାଇଥିବା ଆଦରସୂଚକ କଥା

ಉದಾಹರಣೆ : ଗୋପାଳର ବାହାଦୁରୀର ସମସ୍ତେ ପ୍ରଶଂସା କଲେ ଗୋପାଳର ବାହାଦୁରୀ ନିମନ୍ତେ ସମସ୍ତେ ସାବାସୀ ଦେଲେ

ಸಮಾನಾರ್ಥಕ : ଅଭିନନ୍ଦନ, ଗୁଣକୀର୍ତ୍ତନ, ପ୍ରଶଂସା, ସାଧୁବାଦ, ସାବାସୀ


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु, व्यक्ति, आदि या उनके गुणों या अच्छी बातों के संबंध में कही हुई आदरसूचक बात।

प्रशंसा से सभी खुश और प्रोत्साहित होते हैं।
अभिनंदन, अभिनन्दन, अभिवंदन, अभिवन्दन, अभिवादन, अस्तुति, आशंसा, ईडा, तारीफ, तारीफ़, दाद, पालि, प्रशंसा, प्रशस्ति, प्रस्तुति, बड़ाई, मनीषा, वाहवाही, व्युष्टि, शंस, शस्ति, शाबाशी, श्लाघा, सराहना, स्तुति

An expression of approval and commendation.

He always appreciated praise for his work.
congratulations, extolment, kudos, praise