ಅರ್ಥ : କୌଣସି ପ୍ରଦେଶ ବା ସ୍ଥାନର ଚାରି ଦିଗରେ ବିଛାଇ ହୋଇଥିବା ଶେଷ ରେଖା ବା ସ୍ଥାନ
ಉದಾಹರಣೆ :
ସୈନ୍ୟମାନେ ଶତ୍ରୁସେନାକୁ ସୀମା ପାରିକୁ ତଡି ଦେଲେ
ಸಮಾನಾರ್ಥಕ : ବୋଡର୍, ବୋର୍ଡର, ସରହଦ, ସୀମାରେଖା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रदेश या वस्तु के विस्तार की अंतिम सीमा बताने वाली रेखा या घेरा।
भारत और नेपाल के बीच की सीमारेखा को पार करने के लिए भारतीयों तथा नेपालियों को वीसा नहीं लेना पड़ता है।ಅರ್ಥ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ಉದಾಹರಣೆ :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
An amount of time.
A time period of 30 years.ಅರ್ಥ : କୌଣସି ପ୍ରଦେଶ ବା ବସ୍ତୁର ଚାରିଆଡ଼େ ବିସ୍ତାରରେ ଶେଷ ରେଖା ବା ସ୍ଥାନ
ಉದಾಹರಣೆ :
ଭାରତୀୟ ସୀମାରେ ଜବାନମାନେ ଠିଆ ହୋଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ಉದಾಹರಣೆ :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ಸಮಾನಾರ್ಥಕ : ଅବଧି, ଗଣ୍ଡି, ଚୌହଦି, ଧାର, ପରିସୀମା
ಇತರ ಭಾಷೆಗಳಿಗೆ ಅನುವಾದ :
The point or degree to which something extends.
The extent of the damage.ಅರ್ಥ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ಉದಾಹರಣೆ :
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ಸಮಾನಾರ್ಥಕ : ଅନ୍ତିମସୀମା, ପରିସୀମା
ಇತರ ಭಾಷೆಗಳಿಗೆ ಅನುವಾದ :