ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚେସଖେଳ ସମ୍ପୃକ୍ତ କେତେକ ଗୋଟି ମଧ୍ୟରୁ ସେହି ଗୋଟି ଯାହାର ସଂଖ୍ୟା ଆଠ ଏବଂ ଯହାର ମୂଲ୍ୟ ସବୁଠାରୁ କମ୍ ହୋଇଥାଏ
ಉದಾಹರಣೆ : ଚେସ ଖେଳରେ ସିପାହୀ ସଦାବେଳେ ସିଧା ଚାଲେ ଏବଂ ତେରେଛା ମାରିଥାଏ
ಸಮಾನಾರ್ಥಕ : ପଦାତି, ପଦାତିକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
शतरंज में प्रयुक्त कई गोटियों में से वह जिसकी संख्या आठ होती है और जिसका मान सबसे कम होता है।
ಅರ್ಥ : ପ୍ରଜାଙ୍କ ଧନ ଓ ଜୀବନ ରକ୍ଷା କରୁଥିବା ସିପାହୀ ବା ଅଫିସର
ಉದಾಹರಣೆ : ସିପାହୀ ଦୌଡ଼ିକରି ଜଣେ ଚୋରକୁ ଧରିପକେଇଲା
ಸಮಾನಾರ್ಥಕ : ଆରକ୍ଷକ, ଆରକ୍ଷୀ, ପୁଲିସ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
प्रजा की जान और माल की रक्षा करने वाला सिपाही या अफसर।
A member of a police force.
ಅರ್ಥ : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି
ಉದಾಹರಣೆ : ସେ ଜଣେ ସାହସୀ ସୈନିକ
ಸಮಾನಾರ್ಥಕ : ଯୋଦ୍ଧା, ସୈନିକ
सेना या फौज में रहकर लड़ने वाला।
ಸ್ಥಾಪನೆ