ಅರ್ಥ : ବିନା ମୋଡ଼ିବାରେ
ಉದಾಹರಣೆ :
ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ
ಸಮಾನಾರ್ಥಕ : ସଳଖ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିଷ୍ଟ ବ୍ୟବହାରରେ ବା ଭଲ ଭାବରେ
ಉದಾಹರಣೆ :
ସେ ମୋ ସହିତ କେବେବି ସିଧା କଥା କହେନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
शिष्ट व्यवहार से या अच्छी तरह से।
वह मुझसे कभी सीधे बात नहीं करती।ಅರ್ಥ : ବିଚଳିତ ନ ହୋଇ
ಉದಾಹರಣೆ :
ତୁମେ ମୋତେ ସିଧା ଓ ସଫା ସଫା କୁହ କଣ ହେଲା?
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିନା ମଧ୍ୟସ୍ଥରେ
ಉದಾಹರಣೆ :
ମୁ ଟଙ୍କା ପାଇଁ ସିଧା ତାଙ୍କ ସହିତ କଥା ହେଇଥିଲି
ಇತರ ಭಾಷೆಗಳಿಗೆ ಅನುವಾದ :
Without anyone or anything intervening.
These two factors are directly related.ಅರ್ಥ : ଯେ ବିନା ବିଚଳନ ବା ଅବରୋଧ ବା ବାଧାକୁ ଜାରି ରଖେ ବା ସିଧା ବା ଅନ୍ୟ ଅପେକ୍ଷା ଛୋଟ ଏବଂ କମ୍ ହୋଇଥାଏ
ಉದಾಹರಣೆ :
ଏଠାରୁ ଦିଲ୍ଲୀ ଯିବାପାଇଁ ସିଧା ରାସ୍ତା କୁହନ୍ତୁ ଏଠାରୁ ବମ୍ବେ ଯିବାପାଇଁ କଣ ସିଧା ଉଡାଜାହାଜ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
जो बिना विचलन या रुकावट या बाधा के जारी रहे या सीधा हो या दूसरे की अपेक्षा छोटा और सटीक हो।
यहाँ से दिल्ली जाने का सीधा रास्ता बताइए।