ಅರ್ಥ : ବ୍ରହ୍ମାଙ୍କ ପତ୍ନୀ
ಉದಾಹರಣೆ :
ସାବିତ୍ରୀଙ୍କୁ ଉପାସନା କରି ରାଜା ଅଶ୍ୱପତି ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସାବିତ୍ରୀ ରଖିଥିଲେ
ಸಮಾನಾರ್ಥಕ : ଦେବୀ ସାବିତ୍ରୀ, ସାବିତ୍ରୀ ଦେବୀ
ಇತರ ಭಾಷೆಗಳಿಗೆ ಅನುವಾದ :
ब्रह्मा की पत्नी।
राजा अश्वपति ने सावित्री की उपासना कर एक कन्या प्राप्त की जिसका नाम भी उसने सावित्री ही रखा।A female deity.
goddessಅರ್ಥ : ଅଷ୍ଟବକ୍ରଙ୍କ କନ୍ୟା
ಉದಾಹರಣೆ :
ସାବିତ୍ରୀଙ୍କ ଉଲ୍ଲେଖ ଧର୍ମଗ୍ରନ୍ଥରେ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ରାଜା ଭୋଜଙ୍କ ପତ୍ନୀ
ಉದಾಹರಣೆ :
ସାବିତ୍ରୀଙ୍କ ସହିତ ରାଜା ଭୋଜ ନଗର ଭ୍ରମଣରେ ଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଧର୍ମଙ୍କ ପତ୍ନୀ
ಉದಾಹರಣೆ :
ସାବିତ୍ରୀଙ୍କ ଉଲ୍ଲେଖ ପୁରାଣରେ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : କଶ୍ୟପଙ୍କ ପତ୍ନୀ
ಉದಾಹರಣೆ :
ସାବିତ୍ରୀଙ୍କ ଉଲ୍ଲେଖ ପୌରାଣିକ ଗ୍ରନ୍ଥରେ ମିଳିଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଗୋଟିଏ ପ୍ରକାରର ସଂସ୍କାର
ಉದಾಹರಣೆ :
ବ୍ରତୋପନୟନ ସମୟରେ ସାବିତ୍ରୀ ସଂସ୍କାର କରାଯାଇଥାଏ
ಸಮಾನಾರ್ಥಕ : ସାବିତ୍ରୀ ସଂସ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ଲକ୍ଷଦ୍ୱୀପର ଗୋଟିଏ ନଦୀ
ಉದಾಹರಣೆ :
ସାବିତ୍ରୀ ନଦୀର ବର୍ଣ୍ଣନା ପୁରାଣରେ ମିଳେ
ಸಮಾನಾರ್ಥಕ : ସାବିତ୍ରୀ ନଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆପଣା ସତୀତ୍ୱପାଇଁ ପ୍ରସିଦ୍ଧ ସତ୍ୟବାନଙ୍କ ପତ୍ନୀ
ಉದಾಹರಣೆ :
ସାବିତ୍ରୀ ନିଜ ସତୀତ୍ୱ ବଳରେ ତାଙ୍କ ମୃତ ପତିଙ୍କୁ ଜୀବିତ କରାଇଲେ
ಸಮಾನಾರ್ಥಕ : ସତୀସାବିତ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :
सत्यवान की पत्नी जो अपने सतीत्व के लिए प्रसिद्ध है।
सावित्री ने सतीत्व के बल पर अपने मृत पति को जीवित करा लिया।An imaginary being of myth or fable.
mythical being