ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସାଧୁଙ୍କ ପତ୍ନୀ
ಉದಾಹರಣೆ : ସାଧ୍ୱୀ ରାତିଦିନ ସାଧୁଙ୍କ ସେବାରେ ଲାଗିଛନ୍ତି
ಸಮಾನಾರ್ಥಕ : ସାଧୁବତୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
साधु की पत्नी।
A married woman. A man's partner in marriage.
ಅರ್ಥ : ଯେଉଁ ସ୍ତ୍ରୀ ବୈରାଗ୍ୟ ଧାରଣ କରିଛି
ಉದಾಹರಣೆ : ଏହି ମନ୍ଦିରର ସନ୍ୟାସିନୀ ତୀର୍ଥ କରିବାକୁ ଯାଇଛନ୍ତି
ಸಮಾನಾರ್ಥಕ : ମାତାଜୀ, ସନ୍ୟାସିନୀ
वह स्त्री जिसने वैराग्य धारण कर लिया हो।
A woman religious.
ಅರ್ಥ : ଭଲ ଚରିତ୍ରର
ಉದಾಹರಣೆ : ସଚ୍ଚରିତ୍ରା ମହିଳାଙ୍କ ଆଭୂଷଣ ହେଉଛି ସଚ୍ଚରିତ୍ର
ಸಮಾನಾರ್ಥಕ : ଚରିତ୍ରବତୀ, ସଚ୍ଚରିତ୍ର, ସଦାଚାରିଣୀ
अच्छे चरित्रवाली।
Morally excellent.
ಸ್ಥಾಪನೆ