ಅರ್ಥ : ଅଳଂକୃତ କରିବା ବା ସଜେଇବା କ୍ରିୟା
ಉದಾಹರಣೆ :
ରାଜକୁମାରଙ୍କ ରାଜ୍ୟାଭିଷେକ ଅବସରରେ ରାଜମହଲର ସାଜସଜ୍ଜା ଦେଖିବା ଯୋଗ୍ୟ ଥିଲା
ಸಮಾನಾರ್ಥಕ : ସାଜ ସଜ୍ଜା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଡମ୍ବର ବା ସାଜସଜ୍ଜା ପାଇଁ ବ୍ୟବହୃତ କରାଯାଉଥିବା ବସ୍ତୁ
ಉದಾಹರಣೆ :
ଦାମୀ ସଜ୍ଜାସାମଗ୍ରୀ ଦ୍ୱାରା ବଙ୍ଗଳାର ଶୋଭା ଆହୁରି ବଢ଼ିଯାଇଛି
ಸಮಾನಾರ್ಥಕ : ସାଜସଜ୍ଜାସାମଗ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ठाठ-बाट या सजावट के लिए उपयोग की जाने वाली वस्तुएँ।
बँगले की शोभा क़ीमती साज़ों से और भी बढ़ गई है।