ಅರ್ಥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ಉದಾಹರಣೆ :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ಸಮಾನಾರ್ಥಕ : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହର୍ଷ, ହର୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।ಅರ್ಥ : ସହଜ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
ಸಮಾನಾರ್ಥಕ : ସରଳ, ସରଳତା, ସହଜତା, ସୁଗମତା
ಇತರ ಭಾಷೆಗಳಿಗೆ ಅನುವಾದ :
Freedom from difficulty or hardship or effort.
He rose through the ranks with apparent ease.ಅರ್ಥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
ಉದಾಹರಣೆ :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
ಸಮಾನಾರ್ಥಕ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସୁଗମ, ସୁବୋଧ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Capable of being apprehended or understood.
apprehensible, graspable, intelligible, perceivable, understandableಅರ್ಥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
ಉದಾಹರಣೆ :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
ಸಮಾನಾರ್ಥಕ : ସରଳ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
ಇತರ ಭಾಷೆಗಳಿಗೆ ಅನುವಾದ :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.ಅರ್ಥ : ଯେଉଁଥିରେ ସୁବିଧା ଅଛି
ಉದಾಹರಣೆ :
ଅଧ୍ୟାପନା ସମ୍ବନ୍ଧୀୟ ଯେକୌଣସି କାମ ମୋପାଇଁ ସୁବିଧା ଜନକ
ಸಮಾನಾರ್ಥಕ : ସୁବିଧା ଜନକ, ସୁବିଧାପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ୱର ଉଚ୍ଚ ନୁହେଁ ବା ନୀଚ ନୁହେଁ ଯାହା ବାର୍ଣ୍ଣିକ ଅର୍ଦ୍ଧସ୍ୱରଠାରୁ ଉପରେ ନୁହେଁ କି ତଳେ ନୁହେଁ
ಉದಾಹರಣೆ :
ସଙ୍ଗୀତକାର ସ୍ୱଭାବିକ ସପ୍ତକ ବିଷୟରେ କହୁଛନ୍ତି
ಸಮಾನಾರ್ಥಕ : ସ୍ୱଭାବିକ
ಇತರ ಭಾಷೆಗಳಿಗೆ ಅನುವಾದ :