ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିନା ମୋଡ଼ିବାରେ
ಉದಾಹರಣೆ : ଆପଣ ଏଠାରୁ ସିଧା ଯାଆନ୍ତୁ ଓ ଡାକଘରଠାରୁ ବାମକୁ ମୋଡ଼ି ଯାଆନ୍ତୁ
ಸಮಾನಾರ್ಥಕ : ସିଧା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बिना मुड़े, घूमे या झुके।
Without deviation.
ಅರ್ಥ : ଯାହା ବ୍ୟଙ୍ଗ ବା ତେଢା ନୁହେଁ
ಉದಾಹರಣೆ : ଦୟାକରି ଆପଣ ମୋର ସିଧା ପ୍ରଶ୍ନର ସିଧା ଉତ୍ତର ଦିଅନ୍ତୁ
ಸಮಾನಾರ್ಥಕ : ଠିକ, ସିଧା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो व्यंग या टेढ़ा न हो।
ಅರ್ಥ : ବଙ୍କା ହୋଇ ନ ଥିବା
ಉದಾಹರಣೆ : ଏହି ରାସ୍ତାଟି ସିଧା
ಸಮಾನಾರ್ಥಕ : ଅବକ୍ର, ବକ୍ରହୀନ, ମୋଡ଼ହୀନ, ସିଧା
जो बिना घूमे, झुके या मुड़े कुछ दूर तक किसी एक ही ओर चला गया हो या जिसमें फेर या घुमाव न हो या जो वक्र या टेढ़ा-मेढ़ा न हो।
Free from curves or angles.
ಸ್ಥಾಪನೆ