ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସର୍ତ୍ତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସର୍ତ୍ତ   ବିଶେଷ୍ୟ

ಅರ್ಥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା

ಉದಾಹರಣೆ : ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ

ಸಮಾನಾರ್ಥಕ : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ରାଜିନାମା


ಇತರ ಭಾಷೆಗಳಿಗೆ ಅನುವಾದ :

कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।

दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।
अनुबंध, अनुबन्ध, आबंध, आबंधन, आबन्ध, आबन्धन, करार, कान्ट्रैक्ट, कॉन्ट्रैक्ट, समझौता

An accommodation in which both sides make concessions.

The newly elected congressmen rejected a compromise because they considered it `business as usual'.
compromise

ಅರ್ಥ : କୌଣସି ବିଷୟ ଠିକ୍‌ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ

ಉದಾಹರಣೆ : ରାହୁଲ ସର୍ତ୍ତ ଜିତିଗଲା

ಸಮಾನಾರ್ಥಕ : ବାଜି


ಇತರ ಭಾಷೆಗಳಿಗೆ ಅನುವಾದ :

किसी विषय के ठीक होने के संबंध में दृढ़ता पूवर्क कुछ कहने का वह प्रकार जिसमें सत्य या असत्य सिद्ध होने पर हार-जीत व कुछ लेन-देन भी हो।

राहुल शर्त जीत गया।
दाँव, दाव, दावँ, बाज़ी, बाजी, शर्त, होड़

The act of gambling.

He did it on a bet.
bet, wager

ಅರ್ಥ : ଲେଖ୍ୟ ବା ଠିକା ଆଦିର ସର୍ତ୍ତ

ಉದಾಹರಣೆ : ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ

ಸಮಾನಾರ್ಥಕ : ଚୁକ୍ତି, ଚୁକ୍ତିପତ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

लेख्य या ठेके आदि की शर्त।

पण का उल्लंघन करने पर जुर्माना देना होगा।
पण

ಅರ್ಥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ

ಉದಾಹರಣೆ : ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି

ಸಮಾನಾರ್ಥಕ : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ରାଜିନାମା


ಇತರ ಭಾಷೆಗಳಿಗೆ ಅನುವಾದ :

A binding agreement between two or more persons that is enforceable by law.

contract

ಅರ್ಥ : କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ

ಉದಾಹರಣೆ : ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ

ಸಮಾನಾರ್ಥಕ : ପ୍ରତିବନ୍ଧ


ಇತರ ಭಾಷೆಗಳಿಗೆ ಅನುವಾದ :

किसी निश्चय,विधि आदि में पड़नेवाली कठिनता से बचने के लिए निकाला हुआ मार्ग या निश्चित किया हुआ विधान।

सरकार ने यह शर्त रखी है कि अधिक मात्रा में चीनी का उत्पादन करनेवाले राज्य को ही यह सुविधा दी जायेगी।
प्रतिबंध, प्रतिबन्ध, शर्त

(usually plural) a statement of what is required as part of an agreement.

The contract set out the conditions of the lease.
The terms of the treaty were generous.
condition, strings, term

ಅರ್ಥ : ଯେଉଁ ବସ୍ତୁ ଦେବାପାଇଁ ପ୍ରତିଜ୍ଞା ବା ସର୍ତ୍ତ ରହିଛି

ಉದಾಹರಣೆ : ମନୋହର ପଣନେବାପାଇଁ ଠିକାଦାର ପାଖକୁ ଯାଇଛି

ಸಮಾನಾರ್ಥಕ : ପଣ, ବାଜି


ಇತರ ಭಾಷೆಗಳಿಗೆ ಅನುವಾದ :

वह वस्तु जिसके देने का करार या शर्त हो।

मनोहर ठेकेदार के पास पण लेने गया है।
पण