ಅರ್ಥ : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
ಉದಾಹರಣೆ :
କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ ଛିଡ଼ିଗଲା
ಸಮಾನಾರ್ಥಕ : ଖିଅ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
ಉದಾಹರಣೆ :
ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
ಸಮಾನಾರ್ಥಕ : ଡଗର, ପାଦଚଲା ରାସ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :