ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସମ୍ରାଟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସମ୍ରାଟ   ବିଶେଷ୍ୟ

ಅರ್ಥ : ବହୁତ ବଡ଼ ରାଜା ଯାହାଙ୍କ ଅଧୀନରେ ଅନେକ ରାଜା ବା ରାଜ୍ୟଥାଏ

ಉದಾಹರಣೆ : ଆକବର ଜଣେ ଦୟାଳୁ ସମ୍ରାଟ ଥିଲେ

ಸಮಾನಾರ್ಥಕ : ବାଦ୍‌ଶାହ, ରାଜା, ଶାହାନ୍‌ଶାହ, ସମ୍ରାଜ୍ଞ


ಇತರ ಭಾಷೆಗಳಿಗೆ ಅನುವಾದ :

वह बहुत बड़ा राजा जिसके अधीन अनेक राजा या राज्य हों।

अकबर एक दयालु सम्राट था।
इरेश, ताजदार, शहंशाह, शहनशाह, शाहंशाह, सम्राट

The male ruler of an empire.

emperor

ಅರ್ಥ : କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ

ಉದಾಹರಣೆ : ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ

ಸಮಾನಾರ್ಥಕ : ଅଧିପ, ଅଧିପତି, ଅବନୀଶ, ଅବନୀଶ୍ୱର, ଇନ୍ଦ୍ର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବିରେନ୍ଦ୍ର, ଭୂପ, ଭୂପତି, ଭୂପାଳ, ଭୂମିପତି, ଭୂମିପାଳ, ମହୀପତି, ମହୀପାଳ, ରାଜା


ಇತರ ಭಾಷೆಗಳಿಗೆ ಅನುವಾದ :

A male sovereign. Ruler of a kingdom.

King is responsible for the welfare of the subject.
king, male monarch, raja, rajah, rex