ಅರ್ಥ : କାହାରି ପ୍ରତି ଆଦର ଭାବ ଦେଖାଇବାର କ୍ରିୟା
ಉದಾಹರಣೆ :
ଆମେ ସମସ୍ତଙ୍କୁ ଅଭିବାଦନ କରିବା ଉଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
An act of honor or courteous recognition.
A musical salute to the composer on his birthday.ಅರ್ಥ : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ
ಸಮಾನಾರ್ಥಕ : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସ୍ଥିତି
ಇತರ ಭಾಷೆಗಳಿಗೆ ಅನುವಾದ :
प्रतिष्ठित होने की अवस्था या भाव।
उसकी समाज में बड़ी प्रतिष्ठा है।A high standing achieved through success or influence or wealth etc..
He wanted to achieve power and prestige.ಅರ್ಥ : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
ಉದಾಹರಣೆ :
ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
ಸಮಾನಾರ್ಥಕ : ପୁରସ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଦର ଓ ସମ୍ମାନ
ಉದಾಹರಣೆ :
ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
ಸಮಾನಾರ್ಥಕ : ଅଭ୍ୟର୍ଥନା, ଆଦର ସମ୍ମାନ, ଖାତିରି
ಇತರ ಭಾಷೆಗಳಿಗೆ ಅನುವಾದ :
आदर-सम्मान।
सेठ मनोहरजी सबकी आवभगत करते हैं।