ಅರ್ಥ : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
ಉದಾಹರಣೆ :
ନିଜର ଲୁଗା ସମ୍ଭାଳ
ಸಮಾನಾರ್ಥಕ : ସଜାଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ಉದಾಹರಣೆ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ಸಮಾನಾರ್ಥಕ : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।ಅರ್ಥ : ସଂଯତ କରି ଆୟତ୍ତରେ ରଖିବା
ಉದಾಹರಣೆ :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ಸಮಾನಾರ್ಥಕ : କାବୁ କରିବା, ବଶ କରିବା, ସଂଯତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖରାପ ଦଶାରେ ଗତି କରିବାରୁ ରୋକିବା
ಉದಾಹರಣೆ :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
ಸಮಾನಾರ್ಥಕ : ସୁରକ୍ଷିତ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.ಅರ್ಥ : କୌଣସି ବୋଝ ଆଦିକୁ ଥୋଇବା
ಉದಾಹರಣೆ :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
ಸಮಾನಾರ್ಥಕ : ସମ୍ଭଳା ଯିବା, ସମ୍ଭଳା ହବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
ಉದಾಹರಣೆ :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
Bear or be able to bear the weight, pressure,or responsibility of.
His efforts carried the entire project.ಅರ್ಥ : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ಉದಾಹರಣೆ :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ମନୋବେଗକୁ ରୋକିବା
ಉದಾಹರಣೆ :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ಸಮಾನಾರ್ಥಕ : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :