ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାମ ପୂରା କରିବା ପ୍ରକ୍ରିୟା
ಉದಾಹರಣೆ : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
ಸಮಾನಾರ್ಥಕ : ନିର୍ବାହ, ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
काम पूरा करने की क्रिया।
ಅರ್ಥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
ಉದಾಹರಣೆ : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
ಸಮಾನಾರ್ಥಕ : ନିର୍ଣ୍ଣୟ, ନିର୍ବାହ, ପ୍ରତିପାଦନ, ମୀମାଂସନ
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
ಅರ್ಥ : କୌଣସି ପୁସ୍ତକ ବା ସମ୍ବାଦପତ୍ର ଆଦିକୁ କ୍ରମ, ବିଷୟ ଆଦି ଅନୁସାରେ ପ୍ରକାଶିତ କରିବା ପ୍ରକ୍ରିୟା
ಉದಾಹರಣೆ : ପ୍ରଣବ ପଣ୍ଡା ଅଖଣ୍ଡ ଜ୍ୟୋତିର ସମ୍ପାଦନା କରୁଛନ୍ତି
ಸಮಾನಾರ್ಥಕ : ସଂପାଦନ, ସଂପାଦନା, ସମ୍ପାଦନା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी पुस्तक या संवाद पत्र आदि को क्रम, पाठ आदि के रूप में लगाकर प्रकाशित करने की क्रिया।
Putting something (as a literary work or a legislative bill) into acceptable form.
ಸ್ಥಾಪನೆ