ಅರ್ಥ : ନିଜକୁ ବିଶିଷ୍ଟ ସହାୟତା ପ୍ରଦାନ କରିବାର ସ୍ଥିତିରେ ଥିବା ବ୍ୟକ୍ତି
ಉದಾಹರಣೆ :
ସେ ରାଜ୍ୟପାଳଙ୍କ ସହିତ ମିଶିବା ଲାଗି ନିଜର ବ୍ୟବସାୟିକ ସମ୍ପର୍କକୁ ଉପଯୋଗ କଲେ
ಸಮಾನಾರ್ಥಕ : ସଂପର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
(usually plural) a person who is influential and to whom you are connected in some way (as by family or friendship).
He has powerful connections.ಅರ್ಥ : ମନୁଷ୍ୟର ସେହି ପାରସ୍ପରିକ ସମ୍ପର୍କ ଯାହା ସମାନ କୂଳରେ ଜନ୍ମନେବାଦ୍ୱାରା ବା ବିବାହଆଦି କରିବାଦ୍ୱାରା ହୋଇଥାଏ
ಉದಾಹರಣೆ :
ମଧୁରିମା ସହିତ ଆପଣଙ୍କର କି ସମ୍ପର୍କ ?
ಸಮಾನಾರ್ಥಕ : ସମ୍ବନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମୂହଙ୍କ ମଧ୍ୟରେ ସଂପ୍ରେଷଣର ମାଧ୍ୟମ
ಉದಾಹರಣೆ :
ପୁଲିସ୍ ଅପରାଧୀର ସମ୍ପର୍କୀୟଙ୍କ ଠିକଣା ଖୋଜୁଛି
ಸಮಾನಾರ್ಥಕ : ସଂପର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
A channel for communication between groups.
He provided a liaison with the guerrillas.ಅರ್ಥ : ବନ୍ଧୁ ହେବା ଅବସ୍ଥା
ಉದಾಹರಣೆ :
ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ
ಸಮಾನಾರ್ಥಕ : ଆତ୍ମୀୟତା, ବନ୍ଧୁତା, ମିତ୍ରତା
ಇತರ ಭಾಷೆಗಳಿಗೆ ಅನುವಾದ :
(anthropology) relatedness or connection by blood or marriage or adoption.
family relationship, kinship, relationshipಅರ್ಥ : ଏକା ସହିତ ବାନ୍ଧିବା,ଯୋଡ଼ିବା ବା ମିଶାଇବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ಉದಾಹರಣೆ :
ବନ୍ୟା କାରଣରୁ ଗାଁର ଅନ୍ୟ ସ୍ଥାନସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ପ୍ରେମଭାବ ହେତୁ ପାରସ୍ପରିକ ସମ୍ବନ୍ଧରେ ପ୍ରଗାଢ଼ତା ଆସେ
ಸಮಾನಾರ್ಥಕ : ସମ୍ବନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
The state of being connected.
The connection between church and state is inescapable.ಅರ್ಥ : କଥାବାର୍ତ୍ତାଦ୍ୱାରା ଆଦାନ ପ୍ରଦାନର ପ୍ରକ୍ରିୟା
ಉದಾಹರಣೆ :
ମୁଁ କେବେଠାରୁ ଆପଣଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଥିଲି
ಸಮಾನಾರ್ಥಕ : ଯୋଗାଯୋଗ
ಇತರ ಭಾಷೆಗಳಿಗೆ ಅನುವಾದ :