ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସମାପ୍ତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସମାପ୍ତି   ବିଶେଷ୍ୟ

ಅರ್ಥ : ସମାପ୍ତ ହେବା କ୍ରିୟା ବା ଭାବ

ಉದಾಹರಣೆ : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

ಸಮಾನಾರ್ಥಕ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ


ಇತರ ಭಾಷೆಗಳಿಗೆ ಅನುವಾದ :

The act of ending something.

The termination of the agreement.
conclusion, ending, termination

ಅರ್ಥ : କୌଣସି କାର୍ଯ୍ୟଆଦିର ଶେଷ

ಉದಾಹರಣೆ : ଏହି ସମ୍ମେଳନର ସମାପନ ସମାରୋହରେ ବଡ଼ବଡ଼ ବିଦ୍ୱାନ ଭାଗ ନେଉଛନ୍ତି

ಸಮಾನಾರ್ಥಕ : ଉଦ୍‌ଯାପନ, ସମାପନ


ಇತರ ಭಾಷೆಗಳಿಗೆ ಅನುವಾದ :

किसी कार्य आदि की समाप्ति।

इस सम्मेलन के समापन समारोह में बड़े-बड़े विद्वान भाग ले रहे हैं।
समापन

A concluding action.

closing, completion, culmination, mop up, windup

ಅರ್ಥ : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ಉದಾಹರಣೆ : କଳିଯୁଗର ଅନ୍ତ ନିଶ୍ଚିତ

ಸಮಾನಾರ್ಥಕ : ଅନ୍ତ, ଅବସାନ, ଇତି, ଉପସଂହାର, ଶେଷ

ಅರ್ಥ : ସମାପ୍ତ କରିବା କ୍ରିୟା ବା ଭାବ

ಉದಾಹರಣೆ : ମୁ ଘରୋଇ ମାମଲା ସମାପ୍ତ କରି ଶ୍ରୀଘ୍ର ହିଁ ଫେରି ଆସିବି

ಸಮಾನಾರ್ಥಕ : ନିଷ୍ପତ୍ତି, ମୀମାଂସା


ಇತರ ಭಾಷೆಗಳಿಗೆ ಅನುವಾದ :

निपटाने की क्रिया या भाव।

मैं घरेलू मामलों के निपटारे में बाहरी लोगों का हस्तक्षेप पसंद नहीं करती।
निपटान, निपटारा, निपटाव, निबटान, निबटारा, वृजन