ಅರ್ಥ : ସଙ୍କଟ ବା ବିପତ୍ତିର ସମ୍ଭାବନାଶୀଳ ସ୍ଥିତିରେ ପକାଇବା
ಉದಾಹರಣೆ :
ଏହି କାମପାଇଁ ମୁଁ ମୋ ସମ୍ମାନକୁ ବିପଦରେ ପକାଇବି
ಸಮಾನಾರ್ಥಕ : ବିପଦରେ ପକାଇବା, ସଙ୍କଟରେ ପକାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
* संकट या विपत्ति की संभावनावाली स्थिति में डालना।
इस काम के लिए मैं अपनी प्रतिष्ठा को खतरे में डालूँगा।ಅರ್ಥ : ଝଞ୍ଜଟରେ ପକାଇବା
ಉದಾಹರಣೆ :
ସେ ମୋତେ ଅସୁବିଧାରେ ପକାଇଲା
ಸಮಾನಾರ್ಥಕ : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ହଇରାଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
To cause inconvenience or discomfort to.
Sorry to trouble you, but....