ಅರ್ಥ : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
ಉದಾಹರಣೆ :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
ಸಮಾನಾರ್ಥಕ : ଅସୁବିଧା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ಉದಾಹರಣೆ :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ಸಮಾನಾರ್ಥಕ : ଅରିଷ୍ଟ, ଆପଦ, କଷ୍ଟ, ବିପଦ, ସଂକଟ
ಇತರ ಭಾಷೆಗಳಿಗೆ ಅನುವಾದ :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.ಅರ್ಥ : କୌଣସି ଅଡ଼ୁଆକଥା ବା ବିଶେଷତଃ ଖରାପ କାମ ଯାହାକୁ ବୁଝାଇବା ବା କରିବା କଠିନ ହୋଇଥାଏ
ಉದಾಹರಣೆ :
ମୁଁ କିଭଳି ଗୋଲକ ଧନ୍ଦାରେ ପଡ଼ିଯାଇଛି
ಸಮಾನಾರ್ಥಕ : ଗୋଲକ ଧନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :
बहुत उलझन की कोई बात या काम जिसे समझना या करना कठिन हो, विशेषकर गलत काम।
मैं किस गोरखधंधे में फँस गया हूँ।ಅರ್ಥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
ಉದಾಹರಣೆ :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
ಸಮಾನಾರ್ಥಕ : ଦୂରୁହ ବିଷୟ, ପ୍ରଶ୍ନ, ସଙ୍କଟ
ಇತರ ಭಾಷೆಗಳಿಗೆ ಅನುವಾದ :