ಅರ್ಥ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
ಉದಾಹರಣೆ :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
ಸಮಾನಾರ್ಥಕ : ଅନୁମୋଦନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of providing approval and support.
His vigorous backing of the conservatives got him in trouble with progressives.ಅರ್ಥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ಉದಾಹರಣೆ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ಸಮಾನಾರ್ಥಕ : ତାକତ୍, ପାରିବାପଣ, ବଳ, ଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।