ಅರ್ಥ : ଭିନ୍ନତ୍ୱର ଅଭାବ
ಉದಾಹರಣೆ :
ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର
ಸಮಾನಾರ್ಥಕ : ଅଭିନ୍ନତା, ଅଭିନ୍ନତ୍ୱ, ଏକରୂପତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of lacking diversity or variation (even to the point of boredom).
uniformity, uniformnessಅರ್ಥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
ಉದಾಹರಣೆ :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
ಸಮಾನಾರ್ಥಕ : ଅନୁରୂପତା, ସମତା, ସମତୁଲ୍ୟତା, ସମାନତା, ସାଦୃଶ୍ୟ, ସାଦୃଶ୍ୟତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of being similar or comparable in kind or nature.
There is a remarkable homogeneity between the two companies.