ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ପ୍ରକାରର ବା ଯେଉଁଭଳି ବ୍ୟକ୍ତି
ಉದಾಹರಣೆ : ତାଙ୍କ ସମାନ ଏହି ସଭାରେ କେହି ନାହାନ୍ତି
ಸಮಾನಾರ್ಥಕ : ସମ, ସମାନ
ಅರ್ಥ : ସବୁ କଥାରେ କାହାରି ସହିତ ସମାନ ହେବା ବ୍ୟକ୍ତି
ಉದಾಹರಣೆ : ସେ ବ୍ୟକ୍ତି ମୋ ସମକକ୍ଷ
ಸಮಾನಾರ್ಥಕ : ଏକାପରି, ତୁଲ୍ୟ, ସଦୃଶ୍ୟ, ସମତୁଲ, ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
सब बातों में किसी के बराबर होने वाला।
ಅರ್ಥ : ସମାନ ଭାବରେ
ಉದಾಹರಣೆ : ପାଠପଢ଼ାରେ ମୋ ଶ୍ରେଣୀରେ ରାମର ସମକକ୍ଷ କେହି ନାହାନ୍ତି
ಸಮಾನಾರ್ಥಕ : ସମାନ, ସମାସ୍କନ୍ଦ
ಸ್ಥಾಪನೆ