ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ಉದಾಹರಣೆ : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
ಸಮಾನಾರ್ಥಕ : ଚିରଶ୍ୟାମଳ, ହରିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो सूखा या मुरझाया न हो।
Still wet or moist.
ಅರ್ಥ : ଯାହା ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ
ಉದಾಹರಣೆ : ଜନସଂଖ୍ୟା ବଢ଼ିଚାଲିଲା ଏବଂ ଲୋକେ ସବୁଜ ଅରଣ୍ୟ କାଟିଚାଲିଲେ
ಸಮಾನಾರ್ಥಕ : ଚିରହରିତ୍, ଶ୍ୟାମଳସବୁଜ
जो हरे पेड़-पौधों से भरा हुआ हो।
Characterized by abundance of verdure.
ಅರ್ಥ : ଯେଉଁଥିରେ ଜୀବନଶକ୍ତି ରହିଛି
ಉದಾಹರಣೆ : ଜଳ ସିଞ୍ଚନ କଲେ ଗ୍ରୀଷ୍ମଦିନେ ବି ଗଛଲତା ସବୁଜ ରହେ
ಸಮಾನಾರ್ಥಕ : ଶ୍ୟାମଳ
जो मुरझाया न हो या जिसमें जीवन शक्ति हो।
ಅರ್ಥ : ଯାହା ସବୁଜ ରଙ୍ଗର
ಉದಾಹರಣೆ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
ಸಮಾನಾರ್ಥಕ : ଶାଗୁଆ, ହରିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो हरे रंग का हो।
ಸ್ಥಾಪನೆ